କନକ ବ୍ୟୁରୋ : ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଅପ ଇଣ୍ଡିଆ ଶାଖାରୁ ଦିନ ଦ୍ୱିପହରରେ ଲୁଟ ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଲୁଟିନେଇଛନ୍ତି ୧୦ ଲକ୍ଷ ଟଙ୍କା । ଦିନ ସମୟରେ ଜଣେ ଦୁବୃର୍ତ୍ତ ବ୍ୟାଙ୍କ ଭିତରେ ପଶିଥିଲେ । ସେମାନେ କ୍ୟାସିଅର ପାଖରେ ପହଂଚି ପିସ୍ତଲ ଦେଖାଇଥିଲେ । ଏବଂ ତାଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ନେଇ ଛୁ ହୋଇଯାଇଥିଲେ । ଖବର ପାଇ ମଂଚେଶ୍ୱର ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଅପ ଇଣ୍ଡିଆ ଶାଖାରୁ ଦିନ ଦ୍ୱିପହରରେ ଲୁଟ : ବ୍ୟାଙ୍କ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା; ମଞ୍ଚେଶ୍ୱର ପୋଲିସର ଛାନବିନ ଆରମ୍ଭ
/kanak/media/post_attachments/wp-content/uploads/2020/09/16-36.jpg)