କନକ ବ୍ୟୁରୋ : ପ୍ରକାଶ ପାଇଲା ପବ୍ଲିକ ଆଫେୟର୍ସ କମିଟି, ପିଏସିର ରିପୋର୍ଟ-୨୦୨୦ । ସମତା, ଅଭିବୃଦ୍ଧି ଓ ଉତ୍ତମ ଶାସନ ଆଧାରରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଉତ୍ତମ ଶାସନ ଯୋଗାଇ ଦେବାର କେରଳ ସବୁଠାରୁ ଆଗରେ ରହିଛି । ପିଏସି ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଓଡିଶାର ସ୍ଥାନ ତଳଆଡୁ ୩ ନମ୍ବରରରେ ରହିଛି ।
ତାଲିକାରେ କେରଳ ପ୍ରଥମ, ଦ୍ୱିତୀୟ ତାମିଲନାଡୁ , ତୃତୀୟରେ ଆନ୍ଧ୍ରପ୍ରଦେଶ ଓ ଚତୁର୍ଥରେ କର୍ଣ୍ଣାଟକ ରହିଛି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏହି ତାଲିକା ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/27.jpg)