ସଫା ହେବନି ରେଳ ଷ୍ଟେସନ ! ୫ଦଫା ଦାବିରେ ସଫେଇ କର୍ମଚାରୀଙ୍କ ଧାରଣା; ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଚେତାବନୀ

Advertisment
ସଫା ହେବନି ରେଳ ଷ୍ଟେସନ ! ୫ଦଫା ଦାବିରେ ସଫେଇ କର୍ମଚାରୀଙ୍କ ଧାରଣା; ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଚେତାବନୀ

କନକ ବ୍ୟୁରୋ : ୫ ଦଫା ଦାବି ନେଇ ଭୁବେନେଶ୍ୱର ଇଷ୍ଟକୋଷ୍ଟ ଜିଏମଙ୍କ ଅଫିସ୍ ଆଗରେ ରେଲୱେ ଷ୍ଟେସନ ସଫେଇ କର୍ମଚାରୀଙ୍କ ଧାରଣା । ମାସକୁ ୨୬ ଦିନ କାର୍ଯ୍ୟ ପରିବର୍ତ୍ତେ ୧୩ ଦିନ କାର୍ଯ୍ୟ ମିଳିବାକୁ ବିରୋଧ କରିଛନ୍ତି ଏହି କର୍ମଚାରୀ । ଏହା ସହ କାମ କରୁନଥିବା କର୍ମଚାରୀଙ୍କ ନାଁରେ ପିଏଫ ଓ ଇଏସଆଇ ନେବା ସମ୍ପର୍କରେ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି । ୧୫ ଦିନ ଭିତରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe