କନକ ବ୍ୟୁରୋ : ୨ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଦ୍ୱିତୀୟ ଦିନ । ଏହି ଅବସରରେ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସରେ ସର୍ଦ୍ଦାର ପଟେଲଙ୍କୁ କେୱାଡିଆରେ ମୋଦି ଜଣାଇଛନ୍ତି ଶ୍ରଦ୍ଧା ସୁମନ । ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଁଚି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତିରେ ଜଣାଇଛନ୍ତି ଶ୍ରଦ୍ଧାସୁମନ ।
ଷ୍ଟାଚ୍ୟୁ ଅଫ୍ ୟୁନିଟି ଗସ୍ତ କରି ଶ୍ରଦ୍ଧାଂସୁମନ ଦେବା ପରେ ପ୍ରଧାନମନ୍ତ୍ରୀ ଏକତା ଦିବସ ପରେଡରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମୋଦି ସିଭିଲ୍ ସର୍ଭିସେସ୍ କୁ ସଂବୋଧନ କରିବେ । ଏହାସହିତ ଆଜି ଏକ ସି ପ୍ଲେନ ସେବାକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-37.jpg)
/kanak/media/post_attachments/wp-content/uploads/2020/10/collage-6.jpg)