କନକ ବ୍ୟୁରୋ : ପୂଜକଙ୍କ ନାଁରେ ଅସଦାଚରଣ ଅଭିଯୋଗ । ମହିଳାଙ୍କୁ ଅସଦାଚରଣ ଘଟଣାରେ ଗିରଫ ହେଲେ ପୂଜକ । ଭୁବନେଶ୍ୱର ବଡ଼ଗଡ଼ ବ୍ରିିଟ କଲୋନୀ କଳିଙ୍ଗନଗର ବସ୍ତିରେ ରହୁଥିବା ପୂଜକ ଗଙ୍ଗାଧର ରଥ ସେହି ବସ୍ତିର ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ । ଯାହାର ଭିଡିଓ ମଧ୍ୟ ଉତୋଳନ କରି ଭାଇରାଲ କରିଥିଲେ । ଏନେଇ ମହିଳା ଜଣକ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୂଜାରୀଙ୍କଚ ଗିରଫ କରି କୋର୍ଟ ଚାଲାଣ କରିଛି ।
ମନ୍ଦିରରୁ ତଡ଼ା ଖାଇଲେ ପୂଜକ : ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍ କଲୋନିର ଗଙ୍ଗାଧର ରଥ ଗିରଫ
/kanak/media/post_attachments/wp-content/uploads/2020/11/23-16.jpg)