କନକ ବ୍ୟୁରୋ : ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ କରୁଥିଲେ ବନ ବିଭାଗ ଅଫିସର । ଚଢାଉ କରି ଧରିଲା ପୁଲିସ । ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରେ ଚଢାଉ କରି ପୁଲିସ ଏକ ବଜ୍ରକାପ୍ତା କାତି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ।
ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର : ଚଢାଉ କରି ୬ଜଣଙ୍କୁ ଗିରଫ କଲା ପୋଲିସ
Advertisment
Follow Us