କନକ ବ୍ୟୁରୋ: ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ଲଖନପୁର ଶରଧାରୁ ବାଞ୍ଜିପାଲିକୁ ଯାଉଥିଲା ଡଙ୍ଗା । ଡଙ୍ଗାରେ ଥିଲେ ୫୦ ଜଣ ଯାତ୍ରୀ । ଡଙ୍ଗା ବୁଡିବା ପରେ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ୪୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେଣି ମତ୍ସ୍ୟଜୀବୀ । ଡଙ୍ଗା ବୁଡିବାରୁ ଜଣେ ଯାତ୍ରୀ ମୃତ, ୭ ନିଖୋଜ ଥିବା ସୂଚନା । ଡଙ୍ଗାରେ ଅନେକ ମହିଳା ଓ ଶିଶୁଥିବା ଜ