ମୋତେ କେବଳ ସେହି ଦିନଟି ମନେଅଛି, ତାହା କ୍ୟାଟ୍ରିନାଙ୍କ ଜନ୍ମଦିନ : ସଲମାନ ଖାନ୍

ମୋତେ କେବଳ ସେହି ଦିନଟି ମନେଅଛି, ତାହା କ୍ୟାଟ୍ରିନାଙ୍କ ଜନ୍ମଦିନ : ସଲମାନ ଖାନ୍

source-https://i.ndtvimg.com

ବଲିଉଡର ଦବଙ୍ଗ ଅଭିନେତା ସଲମାନ ଏକ ମଜାଦାର କଥା କହିଛନ୍ତି । ଯାହା ପ୍ରଶଂସକଙ୍କୁ ଖୁସିର ଖୋରାକ୍ ଯୋଗାଇଛି । ‘ଆଇଫା ଆୱାର୍ଡ ୨୦୧୭’ରେ ଉପସ୍ଥିତ ଥିବା ସଲମାନ ଖାନ ପ୍ରେସ୍ କନଫରେନ୍ସରେ କ୍ୟାଟ୍ରିନାଙ୍କ ଜନ୍ମ ଦିନକୁ ମନେପକାଇଥିଲେ । କ୍ୟାଟ୍ରିନାଙ୍କ ଜନ୍ମଦିନ ଜୁଲାଇ ୧୬ରେ । ଆଉ ଏଥିପାଇଁ ‘ହାପି ବାର୍ଥ ଡେ ଟୁ ୟୁ’ଗୀତ ଗାଇଥିଲେ ସଲମାନ ।

କ୍ୟାଟ୍ରିନାଙ୍କ ସହ ଉପସ୍ଥିତ ସଲମାନ କହିଥିଲେ, ‘ମୁଁ କୈାଣସି ତାରିଖ ମନେରଖିପାରେନି । ହେଲେ ଗୋଟିଏ ତାରିଖ ମୋର ସବୁବେଳେ ମନେ ରହିଛି । ତାହା ହେଉଛି କ୍ୟାଟ୍ରିନାଙ୍କ ଜନ୍ମଦିନ ।’ ସଲମାନଙ୍କ ଏହି ମଜାଳିଆ କଥା ଖୁବ୍ ହସର ଖୋରାକ ଯୋଗାଇଥିଲା ।

ଦେଖନ୍ତୁ ଏହି ଭିଡ଼ିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe