ଭଙ୍ଗାଚାଲିଛି ବିଜେଡି ନେତା ବବି ଦାସଙ୍କ ସରକାରୀ ବାସଭବନ । କାହିଁକି ଭଙ୍ଗାଯାଉଛି, କାରଣ ଅସ୍ପଷ୍ଟ...

Advertisment
ଭଙ୍ଗାଚାଲିଛି ବିଜେଡି ନେତା ବବି ଦାସଙ୍କ ସରକାରୀ ବାସଭବନ । କାହିଁକି ଭଙ୍ଗାଯାଉଛି, କାରଣ ଅସ୍ପଷ୍ଟ...

କନକ ବ୍ୟୁରୋ: ଭଙ୍ଗାଚାଲିଛି ବିଜେଡି ନେତା ବବି ଦାସଙ୍କ ଘର । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗାଚାଲିଥିବା ଦେଖିବାକୁ ମିଳିଛି । ତେବେ ଏହି ଆଲିଶାନ ବଙ୍ଗଳାକୁ କାହିଁକି ଭଙ୍ଗାହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ପ୍ରଣବ ପ୍ରକାଶ ଦାସ ଏଥର ନିର୍ବାଚନ ହାରିଯାଇଛନ୍ତି । କିଛି ଦିନ ତଳେ ସେ କ୍ୱାର୍ଟର ମଧ୍ୟ ଖାଲି କରିସାରିଛନ୍ତି । ଆଉ ଏହାପରେ ତାଙ୍କ ବାସଭବନକୁ କେଉଁ କାରଣରୁ ଭଙ୍ଗା ହେଉଛି ସେ ନେଇ କୌଣସି ସୂଚନା ମିଳିପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe