ରାଜ୍ୟରେ ଚିନ୍ତାଜନକ ଡେଙ୍ଗୁ ସ୍ଥିତି । ବର୍ତ୍ତମାନ ସୁଦ୍ଧା ହଜାରେ ଟପିଲା ରୋଗୀଙ୍କ ସଂଖ୍ୟା 

Advertisment
ରାଜ୍ୟରେ ଚିନ୍ତାଜନକ ଡେଙ୍ଗୁ ସ୍ଥିତି । ବର୍ତ୍ତମାନ ସୁଦ୍ଧା ହଜାରେ ଟପିଲା ରୋଗୀଙ୍କ ସଂଖ୍ୟା 

କନକ ବ୍ୟୁରୋ : ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦୭୬ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ୬୬୦ ରୋଗୀ ଚିହ୍ନଟ ହୋଇଥିଲେ ଏହି ସମୟ ଭିତରେ । ଚଳିତ ଥର ସର୍ବାଧିକ ଖୋର୍ଦ୍ଧା ରେ ରୋଗୀ ଚିହ୍ନଟ ହୋଇଛନ୍ତି୨୯୦, ସୁନ୍ଦରଗଡ଼ ୨୧୮ ,।

ବର୍ତମାନ ସମୟରେ ରାଉଲକେଲା ଟିକେ ସମସ୍ୟା ଅଧିକ ଥିବାରୁ ଏହା ଉପରେ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି । ଟେଷ୍ଟିଂ ଅଧିକ ଥିବାରୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହୋଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଅଧିକ ରହିଛି ଡେଙ୍ଗୁ ରୋଗୀ ସଂଖ୍ୟା । ଭୁବନେଶ୍ବରରେ ମଧ୍ୟ ୨୦୦ ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe