ଉନ୍ମୋଚିତ ହେଲା ‘ମୋ ବୁଥ୍’ ଆପ୍ । ଭୋଟରଙ୍କୁ ସଚେତନ ପାଇଁ ଆପ୍ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ ।

Advertisment
ଉନ୍ମୋଚିତ ହେଲା ‘ମୋ ବୁଥ୍’ ଆପ୍ । ଭୋଟରଙ୍କୁ ସଚେତନ ପାଇଁ ଆପ୍ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ ।

କନକ ବ୍ୟୁରୋ: ଓଡିଶାରେ ଉନ୍ମୋଚିତ ହେଲା ‘ମୋ ବୁଥ୍ ‘ଆପ୍ । ଭୋଟରଙ୍କୁ ସେଚତନ କରିବାକୁ ପାଇଁ ଏହି ଅପକୁ ଉନ୍ମୋଚନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ବିଶେଷ କରି ସହରାଞ୍ଚ ଭୋଟରଙ୍କୁ ସଚେତନ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଆପ୍ ଓ ୱେବସାଇଟ୍ ମାଧ୍ୟମରେ ଭୋଟର ଜାଣିପାରିବେ ବୁଥ୍ ସମ୍ପର୍କରେ ସମସ୍ତ ତଥ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe