କନକ ବ୍ୟୁରୋ: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ପ୍ରିନ୍ସିପାଲ ଓ ଅଧ୍ୟାପକ ଗିରଫ । ସାକ୍ଷୀମାନଙ୍କୁ ପ୍ରଲୋଭିତ ଓ ଧମକାଇବା ଅଭିଯୋଗରେ ପ୍ରିନ୍ସିପାଲ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ଗିରଫ କରାଯାଇଛି । ବୁଧବାର ରାତିରେ ଉଭୟଙ୍କୁ କଂଟାବାଞ୍ଜି ପୋଲିସ ଉଠାଇ ଆଣିଥିଲା । ଦୁହିଁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା । ଯାହା ପରେ ଆଜି ପ୍ରିନ୍ସିପାଲ ଓ ଅଧ୍ୟାପକଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା। ମହାଲିଙ୍ଗ କଲେଜ ପ୍ରିନ୍ସପାଲ ଓ ଅଧ୍ୟାପକଙ୍କୁ ଗିରଫ ପରେ କୋର୍ଟ ଚାଲାଣ।
/kanak/media/post_attachments/wp-content/uploads/2022/12/1-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)