ଗିରଫ ହେଲେ କୋଟିପତି ଗଣିତ ସାର । ଘରୋଇ କଲେଜର ଅଧ୍ୟାପକ ପ୍ରଶାନ୍ତ ମିଶ୍ରଙ୍କ ମୋଟ ସଂପତି ହେଉଛି ୨ କୋଟି ୧୯ ଲକ୍ଷ 

Advertisment
ଗିରଫ ହେଲେ କୋଟିପତି ଗଣିତ ସାର । ଘରୋଇ କଲେଜର ଅଧ୍ୟାପକ ପ୍ରଶାନ୍ତ ମିଶ୍ରଙ୍କ ମୋଟ ସଂପତି ହେଉଛି ୨ କୋଟି ୧୯ ଲକ୍ଷ 

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ଗଣିତ ସାର । ଘରୋଇ କଲେଜର ଅଧ୍ୟାପକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଛି । ତାଙ୍କର ମୋଟ ସଂପତି ହେଉଛି ୨ କୋଟି ୧୯ ଲକ୍ଷ । ଆୟ ବର୍ହିଭୁତ ସଂପତି ହେଉଛି ୧ କୋଟି ୮୮ ଲକ୍ଷ  ଟଙ୍କା, ଯାହା ହେଉଛି ୨୫୪ ପ୍ରତିଶତ ଅଧିକ ।

ଆୟ ବହିଭୂତ ସଂପତି ଠୁଳ ଅଭିଯୋଗରେ ଗତକାଲି ପ୍ରଶାନ୍ତ ମିଶ୍ରଙ୍କ ଭୁବନେଶ୍ୱର ସମେତ ୪ଟି ଜାଗାରେ ହୋଇଥିଲା ରେଡ୍ । ଖାତା ଦେଖା ନାଁରେ ଓ ଆଡ଼ମିସନ ପାଇଁ ଟଙ୍କା ନେଉଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ଆଜି ଗଣିତ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe