କନକ ବ୍ୟୁରୋ: ଏଥର ବର୍ଷାରେ ଭିଜିବ ରଥଯାତ୍ରା। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏପଟେ ରଥଯାତ୍ରା ବର୍ଷାରେ ଭିଜିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ୭ ଓ ୮ ତାରିଖରେ ପୁରୀରେ ବର୍ଷା ଆଶଙ୍କା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥର ବର୍ଷାରେ ଭିଜିବ ରଥଯାତ୍ରା: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ; ୭ ଓ ୮ ତାରିଖରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା
/kanak/media/post_attachments/wp-content/uploads/2024/07/6-8.jpg)