ଓଡିଶାରେ 'ଗୋ ସ୍ପିଡ୍ ଗୋ' ପକ୍ଷରୁ ସେବା ଆରମ୍ଭ । ଗାଡି ଖରାପ ହେଲେ, ଗୋଟିଏ କଲରେ ପହଞ୍ଚିବେ ମେକାନିକ୍

Advertisment
ଓଡିଶାରେ 'ଗୋ ସ୍ପିଡ୍ ଗୋ' ପକ୍ଷରୁ ସେବା ଆରମ୍ଭ । ଗାଡି ଖରାପ ହେଲେ, ଗୋଟିଏ କଲରେ ପହଞ୍ଚିବେ ମେକାନିକ୍

କନକ ବ୍ୟୁରୋ : ଏଣିକି ଯେକୌଣସି ସ୍ଥାନରେ ଗାଡି ଖରାପ ହେଲେ, ଗୋଟିଏ ଫୋନ କଲରେ ଗାଡି ସଜାଡିବାକୁ ଆପଣଙ୍କ ପାଖକୁ ପହଂଚିଯିବ ମେକାନିକ୍ । ଓଡିଶାରେ ଏଭଳି ସେବା ଗୋ ସ୍ପିଡି ଗୋ କମ୍ପାନୀ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି । ଯୁବ ଉଦ୍ୟୋଗୀ ହେବା ପାଇଁ ଗୋ ସ୍ପିଡି ଗୋ କଂପାନୀ ସୁଯୋଗ ଆଣି ଦେଇଛି ।

ଅଟୋ ମୋବାଇଲ ସର୍ଭିସ ସେକ୍ଟରରେ ଡୋର ଷ୍ଟେପରେ ସେବା ଦେବା ପାଇଁ ଉଦ୍ୟୋଗୀ ମାନଙ୍କୁ କଂପାନୀ ପକ୍ଷରୁ ଗାଡି ସହିତ ଟୁଲସ, ଟେକ୍ନିସିଆନ ଯୋଗାଇ ଦେବ । କେହି ଏହି ବ୍ୟବସାୟ କରିବାକୁ ଚାହୁଁଛନ୍ତି, କଂପାନୀକୁ ଯାଇ ଆବେଦନ କରିପାରିବେ । ନହେଲେ ଗୋ ସ୍ପିଡ ଗୋ ଆପରେ ଆବେଦନ କରିପାରିବେ । କଂପାନୀ ଫାଇନାନସିଆଲି ହେଲ୍ସ ସହିତ ବ୍ୟବସାୟ ମଧ୍ୟ ଯୋଗାଇବ ବୋଲି କହିଛନ୍ତି ଫାଉଣ୍ଡର ସଚିଦାନନ୍ଦ ଭୋଇ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe