ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର: ଘଟଣାର ନିରପେକ୍ଷ ତଦନ୍ତ ପାଇଁ କଲେ ଆବେଦନ

ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର: ଘଟଣାର ନିରପେକ୍ଷ ତଦନ୍ତ ପାଇଁ କଲେ ଆବେଦନ

କନକ ବ୍ୟୁରୋ: ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ କଲେ ଆବେଦନ । ମାମଲାର ତଦନ୍ତ ଫାଷ୍ଟଟ୍ରାକ । ରାଜ୍ୟ ସରକାର ଓ ପୋଲିସ ଡିଜିଙ୍କୁ ମାମଲାରେ କଲେ ପକ୍ଷଭୁକ୍ତ । ବଲାଙ୍ଗୀର ଏସପି ଓ ସିନ୍ଧିକେଲା ଥାନା ଅଧିକାରୀଙ୍କୁ ବି ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe