ଲକ୍ଷ୍ମୀ ଯୋଜନାକୁ ସର୍ତମୂଳକ ସମର୍ଥନ ଜଣାଇଲେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ: ଏକମାସ ଯାଏଁ ଲକ୍ଷ୍ମୀ ବସକୁ କରିବେନି ବିରୋଧ

Advertisment
ଲକ୍ଷ୍ମୀ ଯୋଜନାକୁ ସର୍ତମୂଳକ ସମର୍ଥନ ଜଣାଇଲେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ: ଏକମାସ ଯାଏଁ ଲକ୍ଷ୍ମୀ ବସକୁ କରିବେନି ବିରୋଧ

କନକ ବ୍ୟୁରୋ: ମାଲକାନଗିରି ଲକ୍ଷ୍ମୀ ଯୋଜନାକୁ ସର୍ତମୂଳକ ସମର୍ଥନ । ସମର୍ଥନ ଜଣାଇଲେ ମାଲକାନଗିିରି ଘରୋଇ ବସ୍ ମାଲିକ ସଂଘ । ଏକ ମାସ ଯାଏଁ ଲକ୍ଷ୍ମୀ ବସକୁ କରିବେନି ବିରୋଧ । ଏକ ମାସ ପରେ ଆବଶ୍ୟକ ସ୍ଥଳେ ରୁଟ୍ ସମୟରେ ହେବ ପରିବର୍ତନ । ମାଲକାନଗିରି ଆରଟିଓଙ୍କ ସହ ବୈଠକ ପରେ ଆପୋଷ ନିଷ୍ପତି । ଅକ୍ଟୋବର ୨ ତାରିଖ ବନ୍ଧ ଡାକରା ପ୍ରତ୍ୟାହାର ନେଇ ଏଯାଏଁ ହୋଇନି ନିଷ୍ପତି । ଅବିଭକ୍ତ କୋରାପୁଟ ଜିଲ୍ଲାବସ୍ ମାଲିକ ସଂଘର ବସିଛି ବୈଠକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe