କରୋନା ପାଇଁ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ ଲାଗିଲା କଟକଣା : ଜିଲ୍ଲା ବାହାରକୁ ମହାପ୍ରସାଦ ପଠାଯିବା ଉପରେ ରୋକ୍; ସେବାୟତଙ୍କ ଭିତରେ ସଂକ୍ରମଣ ବଢ଼ୁଥିବାରୁ ସୁଆର-ମହାସୁଆର ନିଯୋଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Advertisment
କରୋନା ପାଇଁ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ ଲାଗିଲା କଟକଣା : ଜିଲ୍ଲା ବାହାରକୁ ମହାପ୍ରସାଦ ପଠାଯିବା ଉପରେ ରୋକ୍; ସେବାୟତଙ୍କ ଭିତରେ ସଂକ୍ରମଣ ବଢ଼ୁଥିବାରୁ ସୁଆର-ମହାସୁଆର ନିଯୋଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କନକ ବ୍ୟୁରୋ : କରୋନାକୁ ନେଇ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ କଟକଣା । ଜିଲ୍ଲା ବାହାରକୁ ମହାପ୍ରସାଦ ପଠାଯିବା ଉପରେ ରୋକ ଲଗାଯାଇଛି । ଆବଶ୍ୟକ ଅନୁଯାୟୀ ମହାପ୍ରସାଦ ରନ୍ଧାଯାଉଛି । ସେବାୟତଙ୍କ ଭିତରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜିଠୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe