ଦିଲ୍ଲୀରେ ପୁଣି ଗଡିବ ବୁଲଡୋଜର: ଜବରଦଖଲକାରୀଙ୍କ ତାଲିକା ତିଆରି କଲା ଦିଲ୍ଲୀ ମୁନସିପାଲିଟି

Advertisment
ଦିଲ୍ଲୀରେ ପୁଣି ଗଡିବ ବୁଲଡୋଜର: ଜବରଦଖଲକାରୀଙ୍କ ତାଲିକା ତିଆରି କଲା ଦିଲ୍ଲୀ ମୁନସିପାଲିଟି

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣି ଆରମ୍ଭ ହେବାକୁ ଯାଉଛି ଜବର ଦଖଲ ଉଚ୍ଛେଦ । ସରକାରୀ ଜମିକୁ ଜବର ଦଖଲ କରି ରହୁଥିବା ଲୋକଙ୍କ ଘରକୁ ଚିହ୍ନଟ କରି ପୁଣି ଜବରଦଖଲ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ ମୁନସିପାଲିଟି । ସେପଟେ ଘଟଣାକୁ ବିରୋଧ କରି ଧାରଣା ବସିଲା ଆମ ଆଦମି ପାର୍ଟି । ଏହା ପୁର୍ବରୁ ଦିଲ୍ଲୀ ଜାହାଙ୍ଗୀରପୁରିରେ ମଧ୍ୟ ଆରମ୍ଭ ହୋଇଥିଲା ଜବର ଦଖଲ ଉଚ୍ଛେଦ । ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଦ ହୋଇଥିଲା । ଏବେ ପୁଣି ଆରମ୍ଭ ହେବାକୁ ଥିବା ବୁଲଡୋଜର ରାଜନୀତିକୁ ନେଇ ତେଜିଲା ବିବାଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe