କନକ ବ୍ୟୁରୋ: ପେପରରେ ନିଜ ଫଟୋ ଦେଖି ହସିଲା ହତ୍ୟାକାରୀ ! ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ନିଜ ଫଟୋକୁ ପେପରରେ ଦେଖି ଅଟହାସ୍ୟ କରୁଛି । ନାର୍କୋ ଟେଷ୍ଟ ପାଇଁ ନେବା ବେଳେ ଝାରସୁଗୁଡା ବିମାନବନ୍ଦରରେ ଗୋପାଳ ଅପେକ୍ଷା କରିଥିଲେ । ଅଭିଯୁକ୍ତର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ଫଟୋକୁ ପେପରରେ ଦେଖିବା ପରେ ଅଟହାସ୍ୟ କରିଥିଲା ।
#ପେପରରେ_ନିଜ_ଫଟୋ_ଦେଖି#ହସିଲା_ହତ୍ୟାକାରୀ !
ଖବର କାଗଜରେ ନିଜ ଖବର ପଢିଲା, ନିଜ ଫଟୋ ଦେଖି ହସିଲା ଗୋପାଳ । ନାର୍କୋ ଟେଷ୍ଟ ପାଇଁ ନେବା ବେଳେ ଝାରସୁଗୁଡା ଏୟାରପୋର୍ଟରେ ଅଭିଯୁକ୍ତର ଆଶ୍ଚର୍ଯ୍ୟଜନକ ଆଚରଣ । #GopalDas#NabaKishoreDas#MurderCasepic.twitter.com/XoH85kbzCj— Kanak News (@kanak_news) February 8, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/33-6.jpg)