କନକ ବ୍ୟୁରୋ : ବଡ଼ ପରଦାରେ ମନ ମୋହୁଛି ‘ଦ କେରଳ ଷ୍ଟୋରୀ’ । ବହୁ ବାଦବିବାଦ ପରେ ମୁକ୍ତିଲାଭ କରିଥିବା ଏହି ସିନେମା ୧୭ ଦିନରେ ୨୦୦ କୋଟି ଆୟ କରିଛି । ମୁଖ୍ୟ ଭୂମିକାରେ ଅଦା ଶର୍ମା ନଜର ଆସିଥିବାବେଳେ ତାଙ୍କ ଜୀବନ୍ତ ଅଭିନୟ ସଭିଁଙ୍କ ମନ କିଣିଛି । ସିନେମାଟିର ନିର୍ଦ୍ଦେଶନା ଦେଇଛନ୍ତି ସୁଦିପ୍ତୋ ସେନ ।
ପୁଣି ନୂଆ ରେକର୍ଡ କଲା ସିନେମା ଦ କେରଳ ଷ୍ଟୋରୀ । ରିଲିଜର ୧୭ଦିନ ଭିତରେ ୨୦୦କୋଟି ଟଙ୍କାର ବ୍ୟବସାୟ
/kanak/media/post_attachments/wp-content/uploads/2023/05/9-21.jpg)