କନକ ବ୍ୟୁରୋ: ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୫ ଜଣ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଜିମ୍ବାୱେ ଗସ୍ତରେ ରୋହତି ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିଛି । ସେହିପରି ବରିଷ୍ଠଙ୍କ ଅନୁପସ୍ଥିତିରେ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଅଭିଷେକ ଶର୍ମା, ନୀତିଶ ରେଡ୍ଡି, ରିୟାନ ପରାଗଙ୍କୁ ଦଳରେ ସ୍ଥାନ ମିଳିଛି ।

Advertisment

ଭାରତୀୟ ଦଳ: ଶୁଭମନ ଗିଲ(ଅଧିନାୟକ), ଯଶସ୍ୱ ଜୟସ୍ୱାଲ, ଋତରାଜ ଗାଏକ୍ୱାର୍ଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡି, ରିୟାନ ପରାଗ, ୱାସିଂଟନ ସୁନ୍ଦର, ରବି ବିଷ୍ନୋଇ, ଆଭେଶ ଖାନ, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ ।