କନକ ବ୍ୟୁରୋ: ଫ୍ରାନ୍ସ ନୌସେନାର ଦୁଇ ଜାହଜକୁ ଭାରତରେ ଜୋରଦାର ସ୍ୱାଗତ କଲା ନୌସେନା । କୋଚିର ଇଂଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ବ୍ୟାଣ୍ଡବାଜା ସହ ସ୍ୱାଗତ କରାଯାଇଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ମିଳିତ ସମରଭ୍ୟାସ ପାଇଁ ଫ୍ରାନ୍ସର ଏହି ଦୁଇ ଜାହାଜ ଭାରତ ଆସିଛି ।
କୋଚିର ଇଂଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ବ୍ୟାଣ୍ଡବାଜା ସହ ଜୋରଦାର ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ପ୍ରଶାନ୍ତ ମହାସାଗରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବ ମିଳିତ ସମରଭ୍ୟାସ । ଏଥିପାଇଁ ଫ୍ରାନ୍ସର ଜାହଜ ଭାରତରେ ପହଁଚିଛନ୍ତି । ଏପ୍ରିଲ ୧୯ରୁ ୨୩ ପର୍ଯ୍ୟନ୍ତ ଏହି ମିଳିତ ସମରଭ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ଭାରତ, ଫ୍ରାନ୍ସ ସହ ୟୁଏଇ ମଧ୍ୟ ସମରଭ୍ୟାସରେ ଯୋଗ ଦେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/fdssbdfg.jpgh_.jpg)