କନକ ବ୍ୟୁରୋ: ସିଲଂରେ ଭାରତ ଓ ମାଲେସିଆ ସମରାଭ୍ୟାସ ଚାଲିଛି । ଅକ୍ଟୋବର ୨୩ରୁ ଏହା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୫ ଯାଏଁ ଚାଲିବ । ଉଭୟ ଦେଶର ୧୯୦ ଯବାନ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି । ଜଳ, ସ୍ଥଳ, ଆକାଶପଥରେ ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ ସହ କଳାକୌଶଳ ଦେଖାଉଛି ଉଭୟ ଦେଶର ସେନା । ଦୁଇ ଦେଶ ମଧ୍ୟରେ ସାମରିକ ସର୍ମ୍ପକ ମଜବୁତ ଲକ୍ଷ୍ୟରେ ଏହି ସମରାଭ୍ୟାସ କରାଯାଉଛି ।
ସିଲଂରେ ଚାଲିଛି ଭାରତ-ମାଲେସିୟା ସମରଭ୍ୟାସ: ଉଭୟ ଦେଶର ୧୯୦ ଯବାନ ଯୁଦ୍ଧାଭ୍ୟାସରେ ସାମିଲ
/kanak/media/post_attachments/wp-content/uploads/2023/10/37-8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)