କନକ ବ୍ୟୁରୋ: କଟକ ଜଗତପୁରର ଏକ ଧୂପକାଠି କାରଖାନାରେ ନିଆଁ ଲାଗିଯାଇଛି । ପ୍ରାଥମିକ ସୂଚନା ଅନୁସାରେ, ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ ପରିମାଣର ଧୂପକାଠି ଓ କଂଚାମାଲ ନଷ୍ଟ ହୋଇଇଛି । ଅନ୍ୟ ଅଂଚଳକୁ ନିଆଁ ବ୍ୟାପିନାହିଁ । କମ୍ପାନୀ ଭିତରେ କିଛି କେମିକାଲ ଥିବାରୁ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଛି ।
ଜଗତପୁରର ଏକ କାରଖାନାରେ ଅଗ୍ନିକାଣ୍ଡ । ଅଗରବତୀ କାରଖାନାରେ ଲାଗିଗଲା ନିଆଁ
/kanak/media/post_attachments/wp-content/uploads/2021/10/vlcsnap-2021-10-17-19h05m35s262.png)