ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଆଜି ହେଉଛି ଲୋକାର୍ପଣ : ଏକକାଳୀନ ୨୮ଟି ଶବଦାହ ପାଇଁ ହୋଇଛି ବ୍ୟବସ୍ଥା

746

କନକ ବୁରୋ : ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ସରିବା ପରେ ଆଜି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । କରୋନା କାଳରେ ପୁରା କୋଭିଡ କଟକଣା ଭିତରେ ସ୍ୱର୍ଗଦ୍ୱାରର ଲୋକାର୍ପଣ କରାଯାଇଛି । ସ୍ୱର୍ଗଦ୍ୱାରର ନବୀକରଣ ପରେ ଏଠାରେ ଏକକାଳୀନ ୨୮ଟି ଶବଦାହ ହୋଇ ପାରିବାର । ଏଥିବା ପାଇଁ ବ୍ୟବସ୍ଥା ହୋଇଛି । ଏହାସହ ହରିଶ୍ଚନ୍ଦ୍ର ଯୋଜାନରେ ରଗିବ ଲୋକ ମାଗଣାରେ ଶବ ଦାହ କରିପାରିବେ ବୋଲି ପୁରୀ ପୌରପରିଷଦ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏପ୍ରିଲ ୨୨ରେ ଡ୍ରାଏ ରନ୍ ହୋଇଥିଲା । ପୁରୀ ଜିଲ୍ଲାପାଳ ଆଜି ସ୍ୱର୍ଗଦ୍ୱାରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.