ସମୁଦ୍ର ଲହଡିରେ ଧୋଇଗଲା ଘର। ଗଞ୍ଜାମ ଜିଲ୍ଲା ପୋଡପେଟାର ଜୁଆରରେ ଧୋଇଗଲା ୬ଟି ଘର। 

ସମୁଦ୍ର ଲହଡିରେ ଧୋଇଗଲା ଘର। ଗଞ୍ଜାମ ଜିଲ୍ଲା ପୋଡପେଟାର ଜୁଆରରେ ଧୋଇଗଲା ୬ଟି ଘର। 

କନକ ବ୍ୟୁରୋ: ସମୁଦ୍ର ଲହଡିରେ ଧୋଇଗଲା ଘର । ଗଞ୍ଜାମ ଜିଲ୍ଲା ପୋଡପେଟାର ୬ଟି ଘର ଲହଡିରେ ଭାଙ୍ଗିଯାଇଥିବା ସୂଚନା ରହିଛି । ଆଉ ମାତ୍ର ଗୋଟିଏ ସାହି କୂଳ ଲଙ୍ଘିବାକୁ ବାକିରହିଛି । ଏପରି ସ୍ଥିତି ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି ।

ଲହଡି ଦେଖି ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସୂଚନା ରହିଛି । ସମୁଦ୍ର ଲହଡି ଯଦି କୁଳ ଲଂଘେ ତାହେଲେ ପୋଡମପେଟା ସହ କଂଟିଆଗଡ ଏବଂ ଏହାର ଆଖପାଖ ଗାଁ ସମୁଦ୍ର ଭିତରେ ଲୀନ ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe