କନକ ବ୍ୟୁରୋ: ସମୁଦ୍ର ଲହଡିରେ ଧୋଇଗଲା ଘର । ଗଞ୍ଜାମ ଜିଲ୍ଲା ପୋଡପେଟାର ୬ଟି ଘର ଲହଡିରେ ଭାଙ୍ଗିଯାଇଥିବା ସୂଚନା ରହିଛି । ଆଉ ମାତ୍ର ଗୋଟିଏ ସାହି କୂଳ ଲଙ୍ଘିବାକୁ ବାକିରହିଛି । ଏପରି ସ୍ଥିତି ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି ।
ଲହଡି ଦେଖି ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସୂଚନା ରହିଛି । ସମୁଦ୍ର ଲହଡି ଯଦି କୁଳ ଲଂଘେ ତାହେଲେ ପୋଡମପେଟା ସହ କଂଟିଆଗଡ ଏବଂ ଏହାର ଆଖପାଖ ଗାଁ ସମୁଦ୍ର ଭିତରେ ଲୀନ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/15-25.jpg)