କନକ ବ୍ୟୁରୋ: ରାତି ଅଧରରେ ଦୁର୍ବୃତଙ୍କ କାରନାମା । ଘର ମାଲିକଙ୍କ ଅନୁପସ୍ଥିତିରେ ଘରେ ନିଆଁ ଲଗାଇଦେଲେ । ଅଗ୍ନିକାଣ୍ଡ ଫଳରେ ୬ରୁ ଅଧିକ ବାଇକ୍ ଜଳିଯାଇଛି । ଏହାସହ ଘରକୁ ମଧ୍ୟ କ୍ଷତି ପହଂଚିଛି । ଏପରି ଘଟଣା ଘଟିଛି ଜୟପୁର ସହର ପାରାବେଡ଼ା ଅଞ୍ଚଳରେ । ଘରକୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଗାଡ଼ିରେ ନିଆଁ ଲଗାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ରାତି ଅଧରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ ।
/kanak/media/post_attachments/wp-content/uploads/2024/01/fire-1.jpg)