ତାଳଚେର ଆରଡି ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ : ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ବାସଭବନରେ ଭିଜିଲାନ୍ସର ଚଢାଉ ; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢାଉ

167

କନକ ବ୍ୟୁରୋ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ତାଳଚେର ଆରଡ଼ି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣୀଙ୍କ ଢ଼େଙ୍କାନାଳ ସ୍ଥିତ ବାସଭବନରେ ଭିଜିଲାନ୍ସର ରେଡ଼ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଢ଼େଙ୍କାଳନାଳ,କଟକ ଓ ଭୁବନେଶ୍ୱରରେ ୨ଟି ଟିମ୍ ଦ୍ୱାରା ଚାଲିଛି ଚଢ଼ାଉ । ପୂର୍ବରୁ ଚନ୍ଦ୍ରମଣି ସାହୁଙ୍କ ନାଁରେ ଭିଜିଲାନ୍ସ ପାଖରେ ହୋଇଥିଲା ଅଭିଯୋଗ । ନିଜ ବାସଭବନ ସମେତ ଶଶ୍ୱୁର ଘର ତାଳଚେର ଖମାର କାର୍ଯ୍ୟାଳୟ ଓ ନିଜ ପୈତୃକ ଗାଁ ଏବଂ ଭୁବନେଶ୍ୱର ଟଙ୍କପାଣି ଥିବା ଏକ ଆପାର୍ଟମେଂଟରେ ଚାଲିଛି ଚଢ଼ାଉ ।