କନକ ବ୍ୟୁରୋ: ବନ ବିଭାଗ ହାତରେ ଧରାପଡିଲା ଶୁଆ ଚାଲାଣକାରୀ ଦଳ । ଜଗତସିଂହପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ଚଳାଉଥିବା ଶୁଆ ଚାଲାଣ ରାକେଟକର ପର୍ଦ୍ଦାଫାସ କରିଛି ବନ ବିଭାଗ । ଚଢାଉବେଳେ ୭୨ଟି ଶୁଆ ଜବତ କରିବା ସହ ବରଦା ପ୍ରଶନ୍ନ ସାହୁ ଓ ଶଙ୍କର ସିଂ ନାମକ ଦୁଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କଟକ ଡିଭିଜନର ଡିଏଫଓଙ୍କ ନିର୍ଦ୍ଦେରେ କଟକ ରେଞ୍ଜ ଡିଭିଜନ, ଜଗତସିଂହପୁର ରେଞ୍ଜ ଡିଭିଜନ ଓ ଖୋର୍ଦ୍ଧା ଜିଲ୍ଲାର ୱାଇଲ୍ଡ ଲାଇଫ ୱାର୍ଡନ କୁଶଲ ବିଶ୍ୱାସ ଚଢ଼ାଉ ଟିମରେ ସାମିଲ ହୋଇଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us