କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ । ୧ କୋଟି ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ ଟିକା । ଟୁଇଟ କରି ଓଡ଼ିଶାବାସୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଲା ସ୍ୱାସ୍ଥ୍ୟ ବିଭାଗ 

Advertisment
କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ । ୧ କୋଟି ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ ଟିକା । ଟୁଇଟ କରି ଓଡ଼ିଶାବାସୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଲା ସ୍ୱାସ୍ଥ୍ୟ ବିଭାଗ 

କନକ ବ୍ୟୁରୋ: କରୋନା ଟିକାକରଣରେ ରେକର୍ଡ କରିଛି ଓଡ଼ିଶା । ରାଜ୍ୟରେ ୧କୋଟି ଲୋକଙ୍କୁ ଦିଆଯାଇଛି ପ୍ରଥମ ଡୋଜ ଟିକା । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧କୋଟି ୨୨ଲକ୍ଷ ଲୋକ ଟିକା ନେଇଛନ୍ତି । ତେବେ  ରେକର୍ଡ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେହିପରି ୨୨ଲକ୍ଷ ୧୦ ହଜାର ଲୋକ ଟିକାର ୨ଟି ଡୋଜ ନେଇଛନ୍ତି । ଏନେଇ ଟୁଇଟ କରି ଓଡ଼ିଶାବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe