କନକ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଆସିବ ଚୂଡାନ୍ତ ରାୟ । ନୟାଗଡ଼ ଚିଲଡ୍ରେନ୍ କୋର୍ଟ ରାୟ ଶୁଣାଇବେ । ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଛି । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ । ପରୀ ହତ୍ୟାକାଣ୍ଡ ଘଟଣାରେ ଗଠିତ ଏସଆଇଟି ଗତ ୨୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତକୁ ଗିରଫ କରିଥିଲା ।
ଆଜି ଆସିବ ପରୀ ହତ୍ୟାକାଣ୍ଡ ମାମଲାର ଚୂଡ଼ାନ୍ତ ରାୟ । ନୟାଗଡ଼ ଚିଲଡ୍ରେନ୍ କୋର୍ଟରେ ପହଞ୍ଚିଲା ହତ୍ୟା ଅଭିଯୁକ୍ତ
/kanak/media/post_attachments/wp-content/uploads/2024/02/Screen-Shot-2024-02-06-at-1.54.41-PM.jpg)