କନକ ବ୍ୟୁରୋ : ସୀମାରେ ଜବାନ ପାଳନ କରିଛନ୍ତି ଆଲୋକର ପର୍ବ । ବିଏସଏଫ୍ ଜବାନ ପାକିସ୍ତାନ ସୀମାରେ ମୁତୟନ ଥାଇ ସୀମାରେ ଡ୍ୟୁଟିରେ ଥାଇ ଦୀପ ଜାଳି ଖୁସି ମନାଇଚନ୍ତି । ଦେଶର ସୁରକ୍ଷାରେ ମୁତୟନ ଥିବାରୁ ଦୀପାବଳି ଉତ୍ସବ କାଳରେ ଛୁଟି ମିଳିନି । ତଥାପି ଘର ଠାରୁ ଦୂରରେ ଥିଲେ ମଧ୍ୟ ଦୀପାବଳିକୁ ପାଳନ କରି ବେଶ୍ ଖୁସି ପ୍ରକାଶ କରିଛନ୍ତି ଭାରତୀୟ ଜବାନ ।
ସେପଟେ, ଦୀପାବଳି ସମୟରେ ସୀମାରୁ ଆସିଛି ବଡ ଖବର । ଦେଶ ଭିତରେ ଆଲୋକର ପର୍ବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ , ସୀମାରେ ପାକିସ୍ତାନ କରିଥିଲା ଅସ୍ତ୍ରବିରତି ଉଲଂଘନ । ଆଉ ପାକିସ୍ତାନ ସେନାର ଏପରି କାମର କଡା ଜବାବ ଦେଇଛି ଭାରତ । ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନ ସେନାର ୮ଜଣ ଯବାନ ପ୍ରାଣ ହରାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/2-18.jpg)