ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା : ନଭେମ୍ବର ୧୬ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ

Advertisment
ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା : ନଭେମ୍ବର ୧୬ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ

କନକ ବ୍ୟୁରୋ : ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା । ନଭେମ୍ବର ୧୬ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ । ପୂର୍ବରୁ ୧୦ତାରିଖରେ ପ୍ରକାଶ ପାଇବାର ଥିଲା । ଡିସେମ୍ବର ୧୬ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe