ଡ୍ୟୁଟି ବେଳେ ଶୋଇପଡ଼ିଲେ ଡାକ୍ତର : ଉଠାଇବା ପାଇଁ ଉଦ୍ୟମ କଲେ ସିକ୍ୟୁରିଟି ଗାର୍ଡ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Advertisment
ଡ୍ୟୁଟି ବେଳେ ଶୋଇପଡ଼ିଲେ ଡାକ୍ତର : ଉଠାଇବା ପାଇଁ ଉଦ୍ୟମ କଲେ ସିକ୍ୟୁରିଟି ଗାର୍ଡ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ମେଡିକାଲରେ ଡ୍ୟୁଟି ସମୟରେ ଶୋଇପଡିଲେ ଡାକ୍ତର ବାବୁ । ଏହି ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଜଣକ ହେଉଛନ୍ତି ଅବନୀକାନ୍ତ ସାହୁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି । ରୋଗୀଙ୍କ ଭିଡ ଜମିବା ପରେ ମୋଡିକାଲର ସିକ୍ୟୁରିଟି ଗାର୍ଡ ବାରମ୍ବାର ଉଠାଇବାକୁ ଉଦ୍ୟମ କରିଥିଲେ । ତେବେ ସେ ମଦ ପିଇ ଚୁର ଥିଲେ ବୋଲି ଚର୍ଚ୍ଚା ହେଉଛି । ଏ ନେଇ ସଂପୃକ୍ତ ଡାକ୍ତରଙ୍କ ମତାମତ ମିଳିପାରିନାହିଁ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe