ବିପୁଳ ବନ୍ୟଜନ୍ତୁ ସାମଗ୍ରୀ ଜବତ କଲା ଢେଙ୍କାନାଳ ବନବିଭାଗ : କପିଳାସ ରେଂଜ ଜାମୁନାଳୀ ଗାଁରୁ ୨ଟି ବାଘ ଛାଲ ଜବତ, ୩ ଜଣ ଗିରଫ

Advertisment
ବିପୁଳ ବନ୍ୟଜନ୍ତୁ ସାମଗ୍ରୀ ଜବତ କଲା ଢେଙ୍କାନାଳ ବନବିଭାଗ : କପିଳାସ ରେଂଜ ଜାମୁନାଳୀ ଗାଁରୁ ୨ଟି ବାଘ ଛାଲ ଜବତ, ୩ ଜଣ ଗିରଫ

କନକ ବ୍ୟୁରୋ : ପଶୁୁଛାଲ ର୍ୟାକେଟରେ ଶିକ୍ଷକ । ବିପୁଳ ବନ୍ୟଜନ୍ତୁ ସାମଗ୍ରୀ ଜବତ କରିଛି ଢେଙ୍କାନାଳ ବନବିଭାଗ । କପିଳାସ ରେଂଜ ଅନ୍ତର୍ଗତ ଜାମୁନାଳୀ ଗାଁରୁ ୨ଟି ଚିତା ବାଘ ଛାଲ ସହ, ହରିଣ, ବାଘ ନଖ, ବାଘ ଦାନ୍ତ, ହାତୀ ଦାନ୍ତ, ଭାଲୁ ନଖ ଆଦି ଜବତ କରାଯାଇଛି ।

ଏହି ଘଟଣାରେ ୩ଜଣଙ୍କୁ ଗିରଫ କରରାଯାଇଛି । ଯାମୁନାଳୀର ନରେନ୍ଦ୍ର ଦିଘି, କଙ୍କଡାହାଡ଼ ବ୍ଳକ କଳସପୁର ଗାଁର ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁକୁ ଗିରଫ କରାଯାଇଛି । ନରେନ୍ଦ୍ର ଦିଘି ହେଉଛନ୍ତି ଜଣେ ଶିକ୍ଷକ । ତେବେ ଜଣେ ଶିକ୍ଷକ ହୋଇମଧ୍ୟ ପଶୁ ଛାଲ ର୍ୟାକେଟରେ ସେ ସଂପୃକ୍ତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe