କନକ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣା ନେଇ କାଲି ବୟାନ ଜାରି କରିବେ ସରକାର । ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣା ନେଇ ଦେବେ ସୂଚନା । ଆସନ୍ତାକାଲି ସଂସଦରେ ସୂଚନା ଦେବେ ସରକାର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅବଗତ କରାଯାଇଛି । ଆଜି ସିଡ଼ିଏସ ବିପିନ ରାୱତଙ୍କୁ ନେଇଯାଉଥିବା ଏମଆଇ ୧୭ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି ।

Advertisment

ଏହି ଆର୍ମି ହେଲିକ୍ୟାପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାର ଯାଂଚ ଆଦେଶ ଦେଇଛି ବାୟୁସେନା । ତେବେ ହେଲିପ୍ଟରରେ ଥିବା୧୪ ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡ଼ିଏନଏ ଟେଷ୍ଟ ପରେ ଜଣାପଡ଼ିବ ମୃତକଙ୍କ ପରିଚୟ ।