କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚରେ ହାଜର ହେଲେ ୨ ଋଷୀୟ ନାଗରିକ । ରାୟଗଡାରେ ଋଷୀୟ ନାଗରିକ ମୃତ୍ୟୁ ଘଟଣାରେ ସମସ୍ତେ କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି । ରାୟଗଡାରୁ ଭୁବନେଶ୍ୱର ପହଞ୍ଚିବାପରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି । ସମସ୍ତଙ୍କୁ କଡା ସୁରକ୍ଷାବଳୟରେ ହାଜର କରାଯାଇଛି ।
ଋଷୀୟ ନାଗରିକ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚରେ ହାଜର ହେଲେ ୨ଋଷୀୟ ନାଗରିକ।
/kanak/media/post_attachments/wp-content/uploads/2022/12/Screen-Shot-2022-12-27-at-9.31.29-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)