କନକ ବ୍ୟୁରୋ: ନାଚ ଶିଖାଉଥିବା ବେଳେ ଟଳି ପଡିଲେ ନୃତ୍ୟ ଗୁରୁ । ଯାତ୍ରା ପାର୍ଟି କ୍ୟାମ୍ପରେ ରିହରସଲ୍ ଚାଲିଥିଲା। ଗୀତ ପାଇଁ ଡ୍ୟାନ୍ସ ପ୍ରାକଟିସ୍ କରୁଥିଲେ କଳାକାର । ନୃତ୍ୟ ପ୍ରଶିକ୍ଷଣ ଦେଉଥିଲେ ନୃତ୍ୟ ଗୁରୁ ମାୟାଧର ଜେନା। ପ୍ରାକ୍ଟିସ୍ ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ମାୟାଧର । ତୁରନ୍ତ ଆମ୍ୱୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଯାଜପୁର ଷଠିପୁର ଠାରେ ଯାଜ୍ଞସେନୀ ଅପେରାର କ୍ୟାମ୍ପ ପଡିଛି । ସେଠାରେ ଯାତ୍ରାପାର୍ଟି କଳାକାରଙ୍କୁ ନୃତ୍ୟ ଅଭ୍ୟାସ କରାଉଥିଲେ ନୃତ୍ୟଗୁରୁ ମାୟାଧର ଜେନା ।
ନାଚ ଶିଖାଉଥିବା ବେଳେ ଟଳି ପଡିଲେ ନୃତ୍ୟ ଗୁରୁ: ଯାଜପୁରରେ ଯାତ୍ରା ପାର୍ଟିର ରିହରସଲ୍ ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଗୁରୁ ମାୟାଧର ଜେନା
/kanak/media/post_attachments/wp-content/uploads/2024/07/48-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)