ଅନୁଗୁଳ ଟିକରପଡ଼ାରେ କୁମ୍ଭୀର ଆତଙ୍କ ,ଶୌଚ ପାଇଁ ମହାନଦୀକୁ ଯାଉଥିବା ବେଳେ ଟାଣିନେଲା କୁମ୍ଭୀର । ୮ ବର୍ଷର ସମୀର ନାୟକ ମୃତ

Advertisment
ଅନୁଗୁଳ ଟିକରପଡ଼ାରେ କୁମ୍ଭୀର ଆତଙ୍କ ,ଶୌଚ ପାଇଁ ମହାନଦୀକୁ ଯାଉଥିବା ବେଳେ ଟାଣିନେଲା କୁମ୍ଭୀର । ୮ ବର୍ଷର ସମୀର ନାୟକ ମୃତ

କନକବ୍ୟୁରୋ: ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ କୁମ୍ଭୀର ଆତଙ୍କ । ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର । ଆକ୍ରମଣରେ ଶୁଶୁର ମୃତ୍ୟୁ ହୋଇଛି ମୃତକ ସେହି ଗାଁର ସମୀର ନାୟକ । କୁମ୍ଭୀର ଟାଣିନେବା ସମୟରେ ସ୍ଥାନୀୟ ଲୋକେ ଶିଶୁକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ୟ ତାର ମୃତ୍ୟୁ ହୋଇଯାଇଛି । ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ଟିକରପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe