କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିବା ସ୍ଥାନ ଅଭିମୁଖେ ବାହାରିଛନ୍ତି ତଦନ୍ତକାରୀ ଟିମ୍ । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଟିମରେ ୯ ଜଣ ସଦସ୍ୟ ସାମିଲ ରହିଛନ୍ତି । ଟିମର ୪ ସଦସ୍ୟ ହେଲିକପ୍ଟର ଯୋଗେ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ
ଘଟଣାସ୍ଥଳ ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍
ହେଲିକ୍ୟାପ୍ଟରରେ ଗଲେ ୪ ଜଣିଆ ଟିମ୍
ରୋଡ୍ ଯୋଗ ଅନ୍ୟ ଏକ ୫ ଜଣିଆ ଟିମ୍ ଗଲା
ସ୍ୱତନ୍ତ୍ର ଟିମରେ ଅଛନ୍ତି ମୋଟ ୯ ଜଣ ସଦସ୍ୟ
ଅଭିଯୁକ୍ତ ଏଏସଆଇଙ୍କୁ କରିବ ପଚରାଉଚୁରା
ଆପୋଲୋ ହସ୍ପିଟାଲରେ ଚାଲିଛି ମନ୍ତ୍ରୀ ନବ ଦାସଙ୍କ ଚିକିତ୍ସା #NabaDas#Odishapic.twitter.com/MzyIVebXwG— Kanak News (@kanak_news) January 29, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/44-2.jpg)