ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଗଲା କ୍ରେନ । ଅଳ୍ପକେ ବର୍ତ୍ତିଲେ ଟ୍ରାଫିକ ପୁଲିସ

Advertisment
ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଗଲା କ୍ରେନ । ଅଳ୍ପକେ ବର୍ତ୍ତିଲେ ଟ୍ରାଫିକ ପୁଲିସ

କନକ ବ୍ୟୁରୋ : ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଗଲା କ୍ରେନ । ଟ୍ରାଫିକ ପୋଷ୍ଟ ଉପରେ କ୍ରେନଟି ଚଢିଯାଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରାଫିକ ପୁଲିସ । କ୍ରେନଟି ଚଢିଯିବା ଫଳରେ ଟ୍ରାଫିକ ପୋଷ୍ଟଟି ଭାଙ୍ଗିଯାଇଥିଲା । ଯେଉଁ କ୍ରେନଟି ଦୁର୍ଘଟଣା ଘଟାଇଥିଲା ସେହି କ୍ରେନଟି ହିଁ ଟ୍ରାଫିକ ପୋଷ୍ଟଟିକୁ ଟେକିକି ନେଇଛି ।

ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରାଫିକ ପୋଷ୍ଟଟିକୁ ସେହି କ୍ରେନରେ ନେଇଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ରାଫିକ ପୋଲିସ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe