କନକ ବ୍ୟୁରୋ: ସାଇକେଲରେ ବିଶ୍ୱ ଭ୍ରମଣ । ସାରା ବିଶ୍ୱ ବୁଲି ସଚେତନତା ବାର୍ତ୍ତା ଦେଉଛନ୍ତି ନେଦରଲ୍ୟାଣ୍ଡର ଦମ୍ପତ୍ତି । ପରିବେଶ ସୁରକ୍ଷା ଓ ପେଟ୍ରୋଲିୟମ ପଦାର୍ଥର କମ୍ ବ୍ୟବହାର ନେଇ ନେଦରଲ୍ୟାଣ୍ଡର ପରିବେଶବିତ୍ ଓ ତାଙ୍କର ଗ୍ରାଫିକ୍ସ ଡିଜାଇନର ପତ୍ନୀ ବିଶ୍ୱ ଭ୍ରମଣ କରି ଲୋକଙ୍କୁ ସଚେତନ କରାଉଛନ୍ତି । ୪ମାସ ସମୟରେ ଭାରତରେ ପ୍ରାୟ ୪ହଜାର ୫ଶହ କିଲୋମିଟର ଯାତ୍ରା କରିସାରିଲେଣି ଏହି ଦମ୍ପତ୍ତି ।