କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୁଲିସ । ଆଜି ନୟାଗଡ଼ ଓଡ଼ଗାଁ ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିବାକୁ ଓଡ଼ଗାଁ ଗାନ୍ଧୀ ଛକରେ ଏକାଠୀ ହୋଇଥିଲେ କଂଗ୍ରେସ ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ୧୦ରୁ ୧୫ କଂଗ୍ରେସ କର୍ମୀଙ୍କ ଉଠାଇ ନେଇଛି । ଯେଉଁମାନଙ୍କ ମଧ୍ୟ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି । ଯାହାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/34_00000-6.jpg)