୨୮ ତାରିଖ ସୁଦ୍ଧା ଆସିପାରେ କଂଗ୍ରେସ ପ୍ରାର୍ଥୀ ତାଲିକା । ସୁର ରାଉତରାୟ କହିଲେ , ଫାଇନାଲ ହୋଇଛି ୮୦ ପ୍ରତିଶତ ଟିକେଟ ।

94

କନକ ବ୍ୟୁରୋ: ସେପଟେ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଶାର ଜଣେ ବି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ଦଳ । ତେବେ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ୮୦ ପ୍ରତିଶତ ଟିକେଟ ଫାଇନାଲ ସରିଛି । ତାଲିକାରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଅଧିକ ପ୍ରାଧାନ୍ୟ । ଆଉ ୨୮ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଥିବା କହିଛନ୍ତି ।