କନକ ବ୍ୟୁରୋ : ପରେଡରେ ଅଚେତ ହୋଇଗଲେ ପିଲା । ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ପ୍ୟାରେଡରେ ଭାଗନେଇଥିବା ପାଞ୍ଚ ଛାତ୍ରୀ ଅସୁସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପ୍ୟାରେଡରେ ଭାଗନେବାକୁ ଆସିଥିବା ଗୋଟିଏ ବିଦ୍ୟାଳୟର ପାଞ୍ଚଜଣ ଛାତ୍ରୀ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ, ସମସ୍ତ ଅସୁସ୍ଥଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଏବଂ ଦିର୍ଘ ସମୟ ଧରି ପିଲାଙ୍କୁ ପଡ଼ିଆରେ ଠିଆ ହୋଇ ରହିବା ଯୋଗୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ।
ପରେଡରେ ଅଚେତ ହୋଇଗଲେ ପିଲା । ଅଧିକ ଗୁଳୁଗୁଳି କାରଣରୁ ଘଟିଲା ଏପରି ଘଟଣା
/kanak/media/post_attachments/wp-content/uploads/2024/08/46-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)