ସୌମ୍ୟଙ୍କ ସପକ୍ଷରେ ବାହାରିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ: ଦିଲ୍ଲୀପ ପଟ୍ଟନାୟକ କହିଲେ, ଓଡିଶା ପ୍ରଗତି ପାଇଁ ସୌମ୍ୟଙ୍କ ଅବଦାନ ରହିଛି

Advertisment
ସୌମ୍ୟଙ୍କ ସପକ୍ଷରେ ବାହାରିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ: ଦିଲ୍ଲୀପ ପଟ୍ଟନାୟକ କହିଲେ, ଓଡିଶା ପ୍ରଗତି ପାଇଁ ସୌମ୍ୟଙ୍କ ଅବଦାନ ରହିଛି

କନକ ବ୍ୟୁରୋ: ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ । ସୌମ୍ୟଙ୍କ ପ୍ରଶଂସା କଲେ ଦିଲ୍ଲୀପ ପଟ୍ଟନାୟକ । କହିଲେ, ଓଡିଶା ପ୍ରଗତି ପାଇଁ ସୌମ୍ୟଙ୍କ ଅବଦାନ ରହିଛି । ନବୀନ ବାବୁ ସୌମ୍ୟଙ୍କ ପ୍ରତି ଯାହା କରୁଛନ୍ତି ତାହା ଲଜ୍ଜାଜନକ । ସେ ନିଜେ କିଛି ଜାଣିପାରୁନାହାନ୍ତି । ନବୀନ ବାବୁ ନିଜଠୁ ବେଶି ପାଣ୍ଡିଆନଙ୍କ ଉପରେ ବିଶ୍ୱାସ କରୁଛନ୍ତି । ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ, ଓଡିଶାବାସୀ ଦ୍ୱନ୍ଦ୍ୱରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe