କନକ ବ୍ୟୁରୋ: ଆଉ ତିନିମାସ ମିଳିବ ମାଗଣା ରାସନ । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି କରିଛି କେନ୍ଦ୍ର କ୍ୟାବିନେଟ । ଏନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମତି ମିଳିଛି । ଦେଶର ପାଖାପାଖି ୮୦ କୋଟି ହିତାଧିକାରୀ ଏହାର ସୁବିଧା ପାଇପାରିବେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।
Delhi | The central cabinet has decided to extend PMGKAY (free ration) scheme for the next 3 months: Union minister Anurag Thakur pic.twitter.com/4ha7bdvQDx
— ANI (@ANI) September 28, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/41-15.jpg)