କନକ ବ୍ୟୁରୋ: କ୍ରୀଡା ଭିତ୍ତିଭୂମି ନାଁ ରେ ବାଃ ବାଃ ନେଉଥିବା ପୂର୍ବ ବିଜେଡି ସରକାରଙ୍କ କ୍ରୀଡା ଭିତିଭୂମି ବିକାଶର ଚିତ୍ର ସାମ୍ନାକୁ ଆସିଛି। କିଛି ମାସ ତଳେ ନିର୍ମାଣ ହୋଇଥିବା ଵିର୍ଷା ମୁଣ୍ଡା ହକି ଷ୍ଟାଡିଅମର ଛାତରୁ ପାଣି ଗଡୁଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ନିକଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ନିର୍ମାଣ ହୋଇଥିବା ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ସିଲିଂ ଭାଙ୍ଗି ଯାଇଛି। କୋଟି କୋଟି ଟଙ୍କା ବ୍ୟୟରେ ଏସବୁ ନିର୍ମାଣ ହୋଇଥିବା ବେଳେ କିଛି ମାସ ମଧ୍ୟରେ ଏଭଳି ସ୍ଥିତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବିଗତ ୫ ବର୍ଷ ଭିତରେ ତିଆରି ହୋଇଥିବ ନୂଆ ଭିତ୍ତିଭୂମିକୁ ଏବେ ପ୍ରଶ୍ନ ଉଠୁଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us